Jungle Babbler (ଗୋବରା ଓ ସାତଭଉଣୀ) 003
Description:
ଅଳ୍ପ ଘଞ୍ଚ ଜଙ୍ଗଲ ମାନଙ୍କରେ ଏବଂ ବେଳେ ବେଳେ ବଗିଚାମାନଙ୍କରେ ଏମାନଙ୍କୁ ଦଳରେ ବୁଲୁଥିବାର ଦେଖାଯାଏ ଏମାନେ ଏକ ସ୍ବତନ୍ତ୍ର ପ୍ରକାରର ଚୁ ଚୁ ଶବ୍ଦ କରିଥାନ୍ତି ଏବଂ ଡାଳରୁ ଡାଳକୁ ଡେଇଁ ଡେଈଁ ବୁଲନ୍ତି ତଳେ ପଡ଼ିଥିବା ଖାଦ୍ୟଶସ୍ୟ, କୀଟ ଆଦିକୁ ଖାଆନ୍ତି ଏହି ପକ୍ଷୀମାନେ ପ୍ରାୟତଃ ଛଅରୁ ଦଶ ସଂଖ୍ୟାରେ ଦଳବଦ୍ଧଭାବରେ ବୁଲି ବୁଲି ଖାଦ୍ୟ ଅନ୍ବେଷଣ କରୁଥିବାରୁ ଏମାନଙ୍କୁ ସାତଭଉଣୀ ପକ୍ଷୀ ବୋଲି ମଧ୍ୟ କୁହାଯାଏ ଏହି ପକ୍ଷୀ ଭାରତୀୟ ଉପଦ୍ବୀପର ଅଧିକାଂଶ ଅଞ୍ଚଳରେ ଦେଖାଯାଆନ୍ତି ବେଳେ ବେଳେ ଏହି ପକ୍ଷୀ ସହରାଞ୍ଚଳ ମଧ୍ୟରେ ଥିବା ବଡ଼ ବଗିଚାମାନଙ୍କରେ ବିଚରଣ କରୁଥିବା ଦେଖାଯାଏ ଏହି ପ୍ରଜାତିର ପକ୍ଷୀମାନଙ୍କର ଡେଣା ବହୁତ ଛୋଟ ହୋଇଥିବାରୁ ଏମାନେ ଅଧିକ ଦୂର ପର୍ଯ୍ୟନ୍ତ ଉଡ଼ି ଯାଇ ପାରନ୍ତି ନାହିଁ ପୁରୁଷ ଓ ମାଇ ପକ୍ଷୀ ଏକାପ୍ରକାର ଦେଖାଯାଆନ୍ତି ଏହି ପକ୍ଷୀମାନେ ହାଲକା ଧୁସର ରଙ୍ଗର ହୋଇଥିବା ବେଳେ ଏମାନଙ୍କ ଥଣ୍ଟ ଛୋଟ ଏବଂ ଇଷତ ହଳଦିଆ ରଙ୍ଗର ହୋଇଥାଏ ପେଟ ଭାଗର ରଙ୍ଗ ଅଧିକ ଗହିରିଆ ହୋଇଥିବା ବେଳେ ବେକ ଓ ଛାତି ଭାଗରେ ଛଉଛଉଆ ଦାଗ ବି ଦେଖା ଯାଇଥାଏ ଏହି ପକ୍ଷୀମାନଙ୍କ ଦଳ ଯେଉଁସ୍ଥାନରେ ଥାଏ ସେଠାରେ ଏମାନେ ବହୁତ ଶବ୍ଦ କରିଥାନ୍ତି ଏବଂ ଜନବସତି ଅଞ୍ଚଳରେ ନିର୍ଭୟରେ ବିଚରଣ କରିଥାନ୍ତି ଏମାନଙ୍କ ଦେହର ରଙ୍ଗପାଇଁ ଏମାନଙ୍କୁ ଗୋବରା ପକ୍ଷୀ ବୋଲି କୁହାଯାଏ
Included On The Following Pages:
- Biota
- Eukaryota (eukaryotes)
- Opisthokonta (opisthokonts)
- Metazoa (animals)
- Bilateria
- Deuterostomia (deuterostomes)
- Chordata (Chordates)
- Vertebrata (vertebrates)
- Gnathostomata (jawed fish)
- Osteichthyes (bony fish)
- Sarcopterygii (Lobe-finned fishes)
- Tetrapoda (terrestrial vertebrates)
- Aves (birds)
- Neognathae
- Neoaves
- Passeriformes (perching birds)
- Leiothrichidae
- Turdoides
- Craniata (Craniforma)
- Inopinaves
- Telluraves
- Australavis
- Eufalconimorphae
- Psittacopasserae
- Tetrapodomorpha
- Unikonta (unikont)
- Holozoa
- Filozoa
- Apoikozoa
- Eumetazoa
- Olfactores
- Dipnotetrapodomorpha
- Turdoides striata (Jungle Babbler)
This image is not featured in any collections.
Source Information
- license
- cc-by-sa-3.0
- copyright
- Aahwaan (page does not exist)
- creator
- Aahwaan (page does not exist)
- original
- original media file
- visit source
- partner site
- Wikimedia Commons
- ID